President



President, Dhanuyatra Mahotsava Samitee, Bargarh
Secretary


Notices

Mythological Background

The mythological background of Bargarh Dhanuyatra...

Dhanush Image

Characters

View all
Kansa
Kansa

Son of Ugrasena

A cruel ruler who imprisoned his own sister, Kansa is a significant antagonist in Krishna's story.

Krishna
Krishna

Son of Vasudeva

The divine hero known for his wisdom and bravery, Krishna defeated Kansa.

Balaram
Balaram

Krishna's Brother

Balaram, a strong and loyal companion, is Krishna's elder brother.

Radha
Radha

Krishna's beloved

Radha is Krishna's eternal love and a symbol of devotion.

Plan Your Day

ଆପଣଙ୍କର ଦିନ ଯୋଜନା କରନ୍ତୁ

View all
ସବୁ ଦେଖନ୍ତୁ

Day 01

Dhanuyatra Mahotsava

Day 01

Dhanuyatra Mahotsava

Mathuranagari

2 pm: Cultural processions

7 pm: Inauguration ceremony of Dhanuyatra Mahotsav at Rajdarbar (Hatpada) Get direction

Devki and Vasudeva's marriage at Ramji temple Get direction

Daivavani

Kansa ascends the throne by overthrowing Ugrasen (Hatpada) Get direction

Devaki and Vasudeva sent to jail (Samleswari Kalyan Mandap) Get direction

ମଥୁରାନଗରୀ

ଦୁପର ୨ଟା: ସାଂସ୍କୃତିକ ପ୍ରଦର୍ଶନ

ସଂଧ୍ୟା ୭ଟା: ରାଜଦରବାରରେ (ହାଟପଡା) ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନ ସମାରୋହ ଦିଗ ଦେଖନ୍ତୁ

ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଦିଗ ଦେଖନ୍ତୁ

ଦୈବବାଣୀ

ଉଗ୍ରସେନଙ୍କୁ ହଟାଇ କଂଶ ରାଜସିଂହାସନରେ ଆସନ ଗ୍ରହଣ କରନ୍ତି (ହାଟପଡା) ଦିଗ ଦେଖନ୍ତୁ

ଦେବକୀ ଓ ବସୁଦେବଙ୍କୁ କାରାଗାରରେ ପଠାଯାଏ (ସମ୍ଲେଶ୍ୱରୀ କଳ୍ୟାଣ ମନ୍ଦପ) ଦିଗ ଦେଖନ୍ତୁ

Day 02

Dhanuyatra Mahotsava

ଦିନ ୦୨

ଧନୁଯାତ୍ରା ମହୋତ୍ସବ

Mathuranagari

6 pm: Inauguration of Rangmahal (Lokmandap Ground) Get direction

Sri Krishna was born in the prison at Samaleswari Mandap at night. Get direction

Vasudeva's trip to Goppur with Sri Krishna

Meet with Ugrasen

Return to Mathura with Bijulikanya

Kansa's battle with the demon's (Rajdarbar, Hatpada) Get direction

Challenge to Chanur-Mustik

Gopapura

Vasudeva's entry into Goppur with Sri Krishna and their return to Mathura with Bijulikanya.

ମଥୁରାନଗରୀ

ସଂଧ୍ୟା ୬ଟା: ରଙ୍ଗମହଳର ଉଦ୍‌ଘାଟନ (ଲୋକମଣ୍ଡପ ଗ୍ରାଉଣ୍ଡ) ଦିଗ ଦେଖନ୍ତୁ

ରାତିରେ ସମଲେଶ୍ୱରୀ ମଣ୍ଡପରେ କାରାଗାର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୁଏ। ଦିଗ ଦେଖନ୍ତୁ

ଶ୍ରୀକୃଷ୍ଣଙ୍କୁ ସହ ଗୋପପୁରକୁ ବସୁଦେବଙ୍କ ଯାତ୍ରା

ଉଗ୍ରସେନ ସହିତ ସାକ୍ଷାତକାର

ବିଜୁଳିକନ୍ୟା ସହିତ ମଥୁରାକୁ ଫେରା

କଂଶଙ୍କ ରାକ୍ଷସଙ୍କ ସହିତ ଯୁଦ୍ଧ (ରାଜଦରବାର, ହାଟପଡା) ଦିଗ ଦେଖନ୍ତୁ

ଚଣ୍ଡୁର-ମୁଷ୍ଟିକଙ୍କୁ ଆହ୍ୱାନ

ଗୋପପୁର

ଶ୍ରୀକୃଷ୍ଣଙ୍କୁ ସହିତ ବସୁଦେବଙ୍କ ଗୋପପୁରରେ ପ୍ରବେଶ ଓ ବିଜୁଳିକନ୍ୟା ସହିତ ମଥୁରାକୁ ଫେରା।

Day 03

Dhanuyatra Mahotsav

ଦିନ ୦୩

ଧନୁଯାତ୍ରା ମହୋତ୍ସବ

Mathuranagari

Kansa Maharaja's visit to Shyameshwar Mahadev Temple, Get direction

Entry into prison (Samleswari kalyan mandap), Bijulikanya struck with a stone, divine prophecy Get direction

Kansa's counsel in the royal court,

Narada's advice,

Invocation of Pūtanā and Ṣaḍamall and dispatch to Gopapura.

Cultural Programmes

Purnanga Odishi Foundation Group BBSR

Barapahad Kala Parisad Kanakbira

Pampatri Kala Parisad Bargarh

Chumku Chuma Bargarh

Sana Dance Academy Bargarh

Binapani Kala Parisad, Bandupalla, Titagarh

Dhalia Khusa, Bargarh

Bodhan Sanskrutika Anustan, Tora

Maa Karamsani Kala Parisad, Sundargarh

Samleswari Kala Parisad, Bargarh

Kure Phulra Jhupa, Sahajbahal, Padampur

Bharti Kala Parisad, Bargarh

Adi Nrutya Sangathan, Kolkata

Purlia chhau, Medinipur (West Bengal) E2CC

Gopapura

Afternoon 4 PM: Inauguration of Nanda Darbar, Nandotsav.

Krishna's swing ceremony and Ras Nritya (dance).

City procession with Sankirtan along with Krishna's tour of Gopapura.

Cultural Programmes

Sanchar Achyut Behera & Group

Brajeswar Nrutya Kala Sampad, Kumbhari

Tihar Kala Parisad, Attabira

Balaram Dance Academy, Bargarh

Kure Phul, Attabira

Smruti Pattanaik and group

ମଥୁରାନଗରୀ

କଂସ ମହାରାଜାଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ, ଦିଗ ଦେଖନ୍ତୁ

କାରାଗୃହ ପ୍ରବେଶ (ସମଲେଶ୍ୱରୀ ମଣ୍ଡପ), ବିଜୁଳିକନ୍ୟାଙ୍କୁ ପାଷାଣରେ ପ୍ରହାର ର, ଦୈବବାଣ ବାଣୀ ଦିଗ ଦେଖନ୍ତୁ

ରାଜ ଦରବାରରେ କଂସଙ୍କ ମନ୍ତ୍ରଣା,

ନାରଦଙ୍କ ଉପଦେଶ,

ପୂତନା-ଷଡ଼ମଲ୍ଲ ଆବାହନ ଓ ଗୋପପୁର ପ୍ରେରଣ ।

ସାଂସ୍କୃତିକ କାର୍ଯ୍ୟକ୍ରମ

ପୂର୍ଣ୍ଣାଙ୍ଗ ଓଡ଼ିଶୀ ଫାଉଣ୍ଡେସନ ଗ୍ରୁପ ଭୁବନେଶ୍ବର

ବାରପାହାଡ କଳା ପରିଷଦ, କନକବିରା

ପାମପତ୍ରୀ କଳା ପରିଷଦ, ବରଗଡ

ଛୁମକୁ ଛୁମା, ବରଗଡ

ସାନ ଡ୍ୟାନ୍ସ ଏକାଡେମୀ, ବରଗଡ

ବୀଣାପାଣୀ କଳା ପରିଷଦ, ବାନ୍ଦୁପଲା, ଟିଟିଲାଗଡ଼

ଆଳିଆ ଖୁସା, ବରଗଡ

ବୋଧନ ସାଂସ୍କୃତିକ ଅନୁଷ୍ଠାନ, ତୋରା

ମା କରମସାନି କଳା ପରିଷଦ, ସୁନ୍ଦରଗଡ଼

ସମଲେଶ୍ବରୀ କଳା ପରିଷଦ, ବରଗଡ଼

କୁରେ ଫୁଲର ଝୁପା, ସାହାଜବାହାଲ, ପଦ୍ମପୁର

ଭାରତୀ କଳା ପରିଷଦ, ବରଗଡ

ଆଦି ନୃତ୍ୟ ସଂଗଠନ, କୋଲକାତା

ପୁରୁଲିଆ ଛଉ, ମେଦିନିପୁର, ପଶ୍ଚିମ ବଙ୍ଗାଲ

ଗୋପପୁର

ଅପରାହ୍ନ ୪ ଘ : ନନ୍ଦ ଦରବାର ଉଦ୍‌ଘାଟନ, ନନ୍ଦୋତ୍ସବ

କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ

ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ

ସାଂସ୍କୃତିକ କାର୍ଯ୍ୟକ୍ରମ

ସଂଚାର ଅଚ୍ୟୁତ ବେହେରା ଓ ଗ୍ରୁପ

ବ୍ରଜେଶ୍ଵର ନୃତ୍ୟ କଳା ସଂପଦ, କୁମ୍ଭାରି

ତିହାର କଳା ପରିଷଦ, ଅତାବିରା

ବଳରାମ ଡ୍ୟାନ୍ସ ଏକାଡେମୀ, ବରଗଡ଼

କୁରେ ଫୁଲ, ଅତାବିରା

ସ୍କୃତି ପଟ୍ଟନାୟକ ଓ ଗ୍ରୁପ

ଦିନ ୦୪

ଧନୁଯାତ୍ରା ମହୋତ୍ସବ

Day 04

Dhanuyatra Mahotsava

ମଥୁରାନଗରୀ

ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ

ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି,

କଂସଙ୍କ ମନ୍ତ୍ରଣା କ୍ରମେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଗୋପପୁର ପ୍ରେରଣ

କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ (ସେଲ୍‌ଟେକ୍ସ ଅଫିସ୍ ପରିସର)

ଗୋପପୁର

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦିଗ ଦେଖନ୍ତୁ

କଂସ ପ୍ରେରିତ ପୂତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଓ ସନ୍ଦୋତ୍ସବ ।

Mathuranagari

Banasura’s defeat and Kansa’s grief upon hearing the death of Shadmalla.

Queen Padmavati prepares for the Dhanushree Osha.

As per Kansa’s command, demons like Putana, Baka, Sakata, Trina, Dhenu, and Sandhasura are sent to Gopapura.

Kansa performs Rudrabhishek at Mukteswar Baba Temple (Celtax Office Premises).

Cultural Programmes

Sristhi Dance Academy, Kolkata

Lawni-Mumbai, Maharastra

Sudhir and Group, Sagar, MP

Preeti Devangan,Raigad, Chattisgarh

Meetei Indigenous Thang TA and Cultural Institute, Manipur

Bouli Kala Parishad, Boudh

Tikeswari Folk Dance Academy, Bolangir

Sur Sangam, Barikel

Chaitee Ghoda nacha Hemant Rout & Group, Tirtol

Bhima Bhoi Kala Niketan, B.M Pur

Nutan Kala Sanshad, Kandhamal

Panchabadya Loka Sanskruti Gabeshana Kendra, Bargarh

Barnali Alok Bisoe and Gr.Digapahandi

Bonda Malkangiri

Maa samleswari L.N.G.K Tora, Bargarh

Gopapura

Childhood plays of Lord Krishna. Get direction

Killing of demons sent by Kansa, such as Putana, Baka, Sakata, Trina, Dhenu, and Sandhasura, and subsequent celebrations.

Cultural Programmes

Achyut Behera and Group

Purlia Chau

Barpahad KP Kanakbira

Dibya Rupa Kala Parishad, Bargarh

Asish Padhi and group Odishi, Kharagpur

ଦିନ ୦୫

ଧନୁଯାତ୍ରା ମହୋତ୍ସବ

Day 05

Dhanuyatra Mahotsava

ମଥୁରାନଗରୀ

ଜରାସନ୍ଧ ସହିତ ଯୁଦ୍ଧ ସହିତ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ

କଂସ ମହାରାଜଙ୍କ ବ୍ରହ୍ମଚାରୀ ଅଞ୍ଚଳରେ ଦିଗ୍‌ବିଜୟ

ରାକ୍ଷସ-ରାକ୍ଷ କ୍ଷସୀଙ୍କ ନିଧନ ଖବର ପାଇ କଂସ ମର୍ମାହତ, ପାରିଷଦ ବର୍ଗଙ୍କ ସହ ଆପାତ ବୈଠକ ।

ସାଂସ୍କୃତିକ କାର୍ଯ୍ୟକ୍ରମ

ନୁପୁର ଧ୍ବନୀ, ଜଗତ୍ସିଂହପୁର

ଜାତୀୟ ଦଳ, ମହାରାଷ୍ଟ୍ର

ଜାତୀୟ ଦଳ, ମଧ୍ୟପ୍ରଦେଶ

ଜାତୀୟ ଦଳ, ଛତିଶଗଡ

ଜାତୀୟ ଦଳ, ମଣିପୁର

ଜାତୀୟ ଦଳ, ସଙ୍କରାଭନ, କୋଲକାତା

ଜାତୀୟ ଦଳ, ପାୟଲ, କୋଲକାତା

ଜୱାନ୍ କ୍ଲବ୍, ସମ୍ବଲପୁର

ସବଲ ମୁଖୀ, ଲସ୍ତଲା

ହିରାକୁଦ୍ କଳା ପରିଷଦ, ହିରାକୁଦ୍

ସଂସ୍କୃତି, ଭବାନୀପାଟଣା

ଜୟ ଭୁଏ ଏବଂ ଗ୍ରୁପ୍, ପାଟନାଗଡ

ଝୁମର ନୃତ୍ୟ, ସୁନ୍ଦରଗଡ

ଜାତୀୟ ଦଳ, ଗୁଜରାଟ

ଘୁଙ୍ଗୁରୁ, ବଲାଙ୍ଗୀର

ଗୋପପୁର

କୃଷ୍ଣ-ବଳରାମଙ୍କ ବଳରାମଙ୍କ ବାଲ୍ୟଲୀଳ ଦିଗ ଦେଖନ୍ତୁ

ଯାମକାର୍ଜୁନ ଭଞ୍ଜନ, କାଳୀୟ ଦଳନ ଦିଗ ଦେଖନ୍ତୁ

ବିଶ୍ଵରୂପ ଦର୍ଶନ, ଗୋପୀଙ୍କ ଦଧୂବିକା ଦିଗ ଦେଖନ୍ତୁ

ସାଂସ୍କୃତିକ କାର୍ଯ୍ୟକ୍ରମ

ପାମପତ୍ରି, କେପି, ବରଗଡ

ସମଲେଶ୍ବରୀ, କେପି, ବରଗଡ

ପଞ୍ଚବାଦ୍ୟ, ଏସ୍.ଜି.କେ, ବରଗଡ

ଚୁମ୍କୁ ଚୁମା, ସିଙ୍ଗେନପାଲି

ଓଡିଶି ନୁପୁର ଧ୍ବନୀ

ଜାତୀୟ ଦଳ, ଛତିଶଗଡ

ଜାତୀୟ ଦଳ, ସୁଧୀର

Mathuranagari

War with Jarasandha and the marriage with Hati-Prahati.

Kansa Maharaja's conquest in the Brahmachari region.

Kansa, shocked by the news of the demon slayings, holds an urgent meeting with his council.

Cultural Programmes

Nupur Dhwani, Jagatsinghpur

National Team, Maharashtra

National Team, Madhya Pradesh

National Team, Chattisgarh

National Team, Manipur

National Team, Sankaravan, Kolkata

National Team, Payal, Kolkata

Jawan Club, Sambalpur

Saval mukhi, Lastala

Hirakud Kala Parisad, Hirakud

Sanskruti, Bhawanipatna

Jay Bhue & Group, Patnagarh

Jhumar Dance, Sundergarh

National Team, Gujrat

Ghungru, Bolangir

Gopapura

Childhood plays of Krishna and Balarama. Get direction

Breaking the Yamalarjuna trees and subduing the serpent Kaliya. Get direction

Vision of the cosmic form and the Gopis' butter feast. Get direction

Cultural Programmes

Pampatri, KP, Bargarh

Samleswari, KP, Bargarh

Panchabadya, S.G.K, Bargarh

Chumku Chuma, Singhenpali

Odishi Nupur Dhwani

National Team, Chattisgarh

National Team, Sudhir

ଦିନ ୦୬

ଧନୁଯାତ୍ରା ମହୋତ୍ସବ

Day 06

Dhanuyatra Mahotsava

ମଥୁରାନଗରୀ

ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟବର୍ଗଵ ର୍ଗଙ୍କ ସହ ଆଲୋଚନା

ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଜନତା ଦରବାର

ଶଙ୍ଖଚୂଡ଼କୁ ଗୋପୁର ପ୍ରେରଣ

ସାଂସ୍କୃତିକ କାର୍ଯ୍ୟକ୍ରମ

ବାରବାଟୀ ଡ଼େନ୍ସ ଏକାଡ଼େମୀ କଟକ

ଝଙ୍କାର ମ୍ୟୁଜିକ ପାଟଣାଗଡ଼

ସୁର ସଂଗମ, ଲୋଇସିଂହା

ସାଇସ୍ୱର୍ଣ୍ଣ କଳାପରିଷଦ ବଲାଙ୍ଗିର

ସର୍ଗମ କଳା ପରିଷଦ, ବାମରା

ଦୁଲଦୁଲି, ବରଗଡ଼

ବଡ଼ଜମ୍ବାନୀ ଛଉ, ବାରିପଦା

ଶିବ ପାର୍ବତୀ ଗୋଟିପୁଅ ନୃତ୍ୟ, ପୁରୀ

ଦିବ୍ୟ ରୂପା, ବରଗଡ଼

ତରଣୀ ଛତର ଓ ଗ୍ରୁପ

ଜାତୀୟ - ଆଳାପ ସାହା ଓ ଗ୍ରୁପ, ଅହମଦାବାଦ, ଗୁଜରାଟ

ଜାତୀୟ - ପ୍ରେରଣା ଦିବାଙ୍ଗନ ଏଣ୍ଡ ଗ୍ରୁପ, ଛତିଶଗଡ

ଜାତୀୟ - ଶୀତଲ ଓ ଗ୍ରୁପ, ମହାରାଷ୍ଟ୍ର

ଜାତୀୟ - ସଙ୍ଗୀତା ଭୌମିକ ଓ ଗ୍ରୁପ, କୋଲକାତା

ଜାତୀୟ - ପାୟଲ ଡ୍ୟାନ୍ସ ଗ୍ରୁପ, କୋଲକାତା

ଜାତୀୟ - ମିକି ସିଂହ ଓ ଗ୍ରୁପ, ମଣିପୁର

ଉଦିୟା ଜହ୍ନ କଳା ପରିଷଦ, ମାନି ଗାଁ, ଟିଟିଲାଗଡ଼

ଗୋପପୁର

ଗୋପୀଙ୍କ ଦଧୂବିକା ଓ ବସ୍ତ୍ରହରଣ । ଦିଗ ଦେଖନ୍ତୁ

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶୀ-କାଜଲ ରାଓ ଓ ଗ୍ରୁପ, କଟକ

ସାନ ଡ୍ୟାନ୍ସ ଏକାଡେମୀ, ବରଗଡ଼

ତଳିଆ ଖୁସା, ବରଗଡ଼

ଶତୁଘ୍ନ ଓ ଗ୍ରୁପ, ଅଇଁଲା ପାଲି

ଗୋଟିପୁଅ, କୃଷ୍ଣ ଚନ୍ଦ୍ର ନାୟକ

ଜାତୀୟ ମଣିପୁର

ଜାତୀୟ ଛତିଶଗଡ

Mathuranagari

Discussion with the royal council in preparation for the impending battle.

Public court with administrative officials.

Shankhachuda's dispatch to Gopura.

Cultural Programmes

Barbati Dance Academy, Cuttack

Jhankar Music, Patnagarh

Sur Sangam, Loisingha

Saiswarna Kala Parisad, Balangir

Sargam Kala Parisad, Bamra

Dulduli, Bargarh

Badjambani Chaau, Baripada

Shiva Parvati Goti Pua Dance, Puri

Divya Rupa, Bargarh

Tarani Chhattar and Group

National - Alap Saha and Group, Ahmedabad, Gujarat

National - Prerana Divangana & Group, Chattisgarh

National - Sital & Group, Maharashtra

National - Sangeeta Bhoumik & Group, Kolkata

National - Payal Dance Group, Kolkata

National - Miki Singh & Group, Manipur

Udia jahn Kala Parisad, Manigaon, Titagarh

Gopapura

Gopis' butter feast and the disrobing of Draupadi. Get direction

Cultural Programmes

Odissi-Kajal Rao & Group, Cuttack

Sana Dance Academy, Bargarh

Dhalia Khusa, Bargarh

Shatughan and Group, AnilaPali

Gotipua, Krishna Chandra Nayak

National Manipur

National Chhattisgarh

ଦିନ ୦୭

ଧନୁଯାତ୍ରା ମହୋତ୍ସବ

Day 07

Dhanuyatra Mahotsava

ମଥୁରାନଗରୀ

ଧନୁଯାତ୍ରାକୁ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୂରଙ୍କୁ ଗୋପପୁର ପ୍ରେରଣ

କଂସଙ୍କ ନଗର ଭ୍ରମଣ

ହାଟପଦା ଦୁର୍ଗାମନ୍ଦିର ଠାରେ ଦୁର୍ଗାସ୍ତୁତି ଦିଗ ଦେଖନ୍ତୁ

ରାଜଦରବାରରେ ନ୍ୟାୟ ବିଚାର

ସାଂସ୍କୃତିକ କାର୍ଯ୍ୟକ୍ରମ

ନୃତ୍ୟ ଭୂମି, କଟକ

ଜାତୀୟ - ଗୁଜରାଟ ଆପଲ୍ ସାହ ଓ ଗ୍ରୁପ, ଭାବନଗର

ଜାତୀୟ - ଉତ୍ତରାଖଣ୍ଡ, ମଥୁରା

ଜାତୀୟ - ରାଜସ୍ଥାନ, ଜୟପୁର

ବାଜାସାଲ, ମାଲାମୁଣ୍ଡା, ବଲାଙ୍ଗୀର

ଭବାନୀ କଳା ପରିଷଦ, ପୋଡପାଲି, ବଲାଙ୍ଗୀର

ଢୋଲ ମହୁରୀ, ନୁଆପଡା

ପ୍ରତିଭା, ଭବାନୀପାଟଣା

ଭାରତୀ କଳା ବିକାଶ କେନ୍ଦ୍ର, ବୁର୍ଲା

ଘୁଡକା - ଉମା ବେହେରା, ବଲାଙ୍ଗୀର

ରାୟଗଡା ଦଳ

ପଞ୍ଚବାଦ୍ୟ, ସମ୍ବଲପୁର

ଘଣ୍ଟା ପାଟୁଆ ନୃତ୍ୟ, ଜଗତ୍ସିଂହପୁର

ନଟରାଜ, ଭବାନୀପାଟଣା

ଧାପ, ଉତ୍କଳ କଳା କେନ୍ଦ୍ର, ଟିଟଲାଗଡ

ଗୋପପୁର

ଗୋପୀଙ୍କ ଦଧୁବିକା ଓ ରାଧା-କୃଷ୍ଣଙ୍କ ନାଚକେଳୀ (ବରଗଡ଼ ମନାବନ୍ଧ) ଦିଗ ଦେଖନ୍ତୁ

ଶଙ୍ଖଚୁଡ଼ ବଧ ଦିଗ ଦେଖନ୍ତୁ

ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ଦିଗ ଦେଖନ୍ତୁ

ସାଂସ୍କୃତିକ କାର୍ଯ୍ୟକ୍ରମ

ସମ୍ବଲପୁରୀ ନୃତ୍ୟ, ବୋଧନ, ତୋରା

ସମ୍ବଲପୁରୀ ନୃତ୍ୟ, ହିରାକୁଦ୍ କେ.ପି ଟୋପେ

ଘୁଡକା ନୃତ୍ୟ, ଜୟ ମା ଦୁର୍ଗା କେ.ପି, ମାରିବାହଲ୍, ବରଗଡ

ଛଉ ଡ୍ୟାନ୍ସ, ବରିପଦା

ଓଡିଶୀ, ମୋନାଲିଶା ଓଝା ଏବଂ ଗ୍ରୁପ୍, କଟକ

ଜାତୀୟ - ଗୁଜୁରାଟ

Mathuranagari

Following the advice of Narada, Akrura is sent to Gopapura to invite Krishna and Balarama to Dhanuyatra.

Kansa’s City Tour

Durga Stuti at Hatpada Durga Mandir. Get direction

Justice hearings at the royal court.

Cultural Programmes

Nrutya Bhoomi, Cuttack

National - Gujrat Apal Sah & Group, Bhavnagar

National - Uttrakhand, Mathura

National - Rajasthan, Jaypur

Bazasal, Malamunda, Bolangir

Bhavani Kala Parisad, Podhpali, Bolangir

Dhol Mahuri, Nuapada

Prativa, Bhawanipatna

Bharati Kala Vikash Kendra, Burla

Ghudka - Uma Behera, Bolangir

Raigada Team

Panchabadya, Sambalpur

Ghanta Patua Nrutya, Jagatsinghpur

Natraj, Bhawanipatna

Dhap, Utkal Kala Kendra, Titagarh

Gopapura

Gopis' butter feast and the dance of Radha and Krishna (Baragarh Manabandh). Get direction

Slaying of Shankachuda. Get direction

Various events at Nanda's court. Get direction

Cultural Programmes

Sambalpuri Nrutya, Bodhan, Tora

Sambalpuri Dance, Hirakud K.P Tope

Ghudka Dance, Jai Maa Durga K.P Maribahal, Bargarh

Chhau Dance, Baripada

Odishi, Monalisha Ojha & Group, Cuttack

Sabda Nrutya, Bhuban Bhoi & Bhagwan Parthy

ଦିନ ୦୮

ଧନୁଯାତ୍ରା ମହୋତ୍ସବ

Day 08

Dhanuyatra Mahotsava

ମଥୁରାନଗରୀ

ଶ୍ରୀକୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ

ଇନ୍ଦ୍ରଙ୍କ ସହିତ ଯୁଦ୍ଧ ଓ ବନ୍ଦୀ

ଯମପୁର ଆକ୍ରମଣ

କଂସଙ୍କ ନଗର ଭ୍ରମଣ

ସାଂସ୍କୃତିକ କାର୍ଯ୍ୟକ୍ରମ

ଆଲୋକ ପଣ୍ଡା ଏବଂ ଗ୍ରୁପ୍ ସମ୍ବଲପୁର

ହିରାଖଣ୍ଡ କଳା ପରିଷଦ ଟୋପେ

ମୟୂରୀ ସୁନ୍ଦରଗଡ

ଶ୍ରୀମନ୍ମୟୀ ଭବାନୀପାଟଣା

B.S.A କେସିଙ୍ଗା |(ସରକାରୀ)

ରୋଜ୍ ଟ୍ରି ଇନଷ୍ଟିଚ୍ୟୁଟ୍ କଟକ

ଜାତୀୟ- ଉତ୍ତରପ୍ରଦେଶ ମଥୁରା

ଜାତୀୟ- ରାଜସ୍ଥାନ ଜୟପୁର

ଜାତୀୟ- କୋଲକାତା (ସୋମା କୁଣ୍ଡା)

ସମ୍ବଲପୁରୀ ସଂସ୍କୃତ ଅନୁଷ୍ଟାନ୍ SAP

ଜିଗ୍ ଜାଗ୍ କେ.ପି ହିରାକୁଦ୍

ନୃତ୍ୟ ଡମ୍ପାନ୍ BBSR

ପାଦମପୁର ସଂଗୀତ ସମିତି

ଗୁରୁକୁଳ ଏକାଡେମୀ, ବରଗଡ

ବିନ୍ଦୁ ମଲ୍ଲିକଙ୍କ ଦ୍ୱାରା କମେଡି

ଗୋପପୁର

ଶ୍ରୀକୃଷ୍ଣଙ୍କ ଗିରି ଗୋବଦ୍ଧନ ଧାରଣ ଦିଗ ଦେଖନ୍ତୁ

ଅକ୍ରୁରଙ୍କ ଗୋପପୁର ପ୍ରବେଶ

ଯମୁନା ନଈରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ ଦିଗ ଦେଖନ୍ତୁ

କୃଷ୍ଣ-ବଳରାମଙ୍କ ସହ ଅକ୍ରୂରଙ୍କ ସାକ୍ଷାତ

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଶୀ

ଶବ୍ଦ ନୃତ୍ୟ

ଦିଲୀପ ସୁନା

ହିରାକୁଦ୍ କେ.ପି

ରୋଜ ଟ୍ରି ପ୍ରତିଷ୍ଠାନ

ଜାତୀୟ ପଞ୍ଜାବ

Mathuranagari

Akrura's journey to Gopapura to invite Krishna and Balarama.

Battle with Indra and imprisonment.

Attack on Yamapura.

Kansa’s City Tour

Cultural Programmes

Alok Panda and Group Sambalpur.

Hirakhand kala Parisad Tope.

Mayuri Sundargarh

Mrunmayee Bhawanipatna

B.S.A Kesinga (Govt)

Rose Tree Institute Cuttack

National- Uttar Pradesh Mathura.

National- Rajasthan Jaipur.

National- Kolkata (Soma Kunda)

Sambalpuri Sanskrutika Anusthan SAP

Zig Zag KP Hirakud

Nrutya Dampan- BBSR

Padampur Sangeet Samittee

Gurukul Academy, Bargarh.

Comedy by Bindu Mallick.

Gopapura

Krishna lifts the Giriraj (Govardhan Hill). Get direction

Akrura's entry into Gopapura.

Darshan of Krishna's footprints at Yamuna riverbank. Get direction

Meeting of Akrura with Krishna and Balarama.

Cultural Programmes

Odishi

Sabdda Nrutya

Dillip Suna

Hirakud K.P

Rose Tree Institute

National Punjab

ଦିନ ୦୯

ଧନୁଯାତ୍ରା ମହୋତ୍ସବ

Day 09

Dhanuyatra Mahotsava

ମଥୁରାନଗରୀ

ମଥୁରା ଆମ୍ରବନ (ଗୋବିନ୍ଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣ)ରେ ଶ୍ରୀକୃଷ୍ଣ ଭକ୍ତିରେ ନିମଗ୍ନ ମୁନି-ଋଷିଙ୍କ ଉପରେ କଂସର ଅତ୍ୟାଚାର ଦିଗ ଦେଖନ୍ତୁ

ରୁଦ୍ରଶୂକ ପ୍ରାପ୍ତି

ଶିବ ତାଣ୍ଡବ

କୃଷ୍ଣ-ବଳରାମଙ୍କ ମଥୁରାରେ ପ୍ରବେଶ

ଗୋପପୁର

କୃଷ୍ଣ-ବଳରାମଙ୍କ ବିଦାୟ ଉତ୍ସବ (ଆମ୍ବାପାଳି ଚକ୍କ) ଓ ଗୋପୀମାନଙ୍କ ବିଳାପ ଦିଗ ଦେଖନ୍ତୁ

କୃଷ୍ଣ-ବଳରାମଙ୍କୁ ଧରି ଅକ୍ରୁରଙ୍କ ମଥୁରା ଅଭିମୁଖେ ଯାତ୍ରା

Mathuranagari

In Mathura Amravan (Govindpali Hanuman Mandir), Kansa's cruelty on the devoted monks and sages immersed in Krishna bhakti. Get direction

Rudrashook's arrival.

Shiva's Tandav dance.

Krishna and Balarama's entry into Mathura.

Gopapura

Krishna and Balarama's farewell festival (Ambapali chowk) and the Gopis' lament. Get direction

Akrura taking Krishna and Balarama on a journey to Mathura.

ଦିନ ୧୦

ଧନୁଯାତ୍ରା ମହୋତ୍ସବ

Day 10

Dhanuyatra Mahotsava

ମଥୁରାନଗରୀ

କଂସ ମହାରାଜାଙ୍କ ଦିଗ୍‌ବିଜୟ (ରଙ୍ଗମହଳ, ନିଶାମଣି ମଇଦାନ) ଦିଗ ଦେଖନ୍ତୁ

କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ କଂସଙ୍କ ଯୋଜନା ପ୍ରସ୍ତୁତି

କଂସର ଛାୟା, କଂସର ସ୍ବପ୍ନ

କୃଷ୍ଣ-ବଳରାମଙ୍କ ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ (ଖଜୁରଟିକରା ଜଗନ୍ନାଥ ମନ୍ଦିର) ଦିଗ ଦେଖନ୍ତୁ

ଉପଜିଲ୍ଲାପାଳଙ୍କ ଭବନରେ କୃଷ୍ଣ-ବଳରାମଙ୍କ ପୂଜାର୍ଚ୍ଚନା ଦିଗ ଦେଖନ୍ତୁ

କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦିଗ ଦେଖନ୍ତୁ

କୃଷ୍ଣ-ବଳରାମଙ୍କ ନଗର ଭ୍ରମଣ ଏବଂ ବୃନ୍ଦାବନ ଗୃହେ ବିଶ୍ରାମ

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଶା ତ୍ରିଭାଙ୍ଗ କଳା ନିକେତନ ଭୁବନେଶ୍ଵର

ଜାତୀୟ, ପଞ୍ଜାବ

ଜାତୀୟ, କାଶ୍ମୀର

ଜାତୀୟ, ହିମାଚଳ

ଜାତୀୟ, ହରିୟାଣା

ଜାତୀୟ, ଆସାମ

ଝରିମାଲି, ଟିଟିଲାଗଡ଼

ପଞ୍ଚମ, ବଲାଙ୍ଗୀର

ଘୁଡ଼କା ସୁନା ବାଡା

ରେନ୍ ଝରନ୍, ଝାରସୁଗୁଡା

ରଙ୍ଗ ଫରୁଆ ସମ୍ବଲପୁର

କୁଆରୀ କେ.ପି ପାଟନାଗଡ଼

ମା ସମଲେଶ୍ଵରୀ ନୁପୁର କେ.ପି ବରଗଡ

Mathuranagari

Kansa Maharaja's victory over directions. (Rangmahal,Nishamani field) Get direction

Kansa's plan to kill Krishna and Balarama.

Kansa's shadow, Kansa's dream.

Krishna and Balarama's encounter with Sudama the gardener and Rajaka. (Khajurtikra Jagannath Mandir) Get direction

Krishna and Balarama's worship at the Upazillapal's mansion. Get direction

Rescue of Kubja at Kali Mandir. Get direction

Krishna and Balarama's city tour and rest at Vrindavan house.

Cultural Programmes

Odisha Trivang Kala Niketan BBSR

National Punjab

National Kashmir

National Himachal

National Haryana

National Assam

Jharimali Titlagarh

Pancham Bolangir

Ghudka Suna Bada

Rain Jharn Jharsuguda

Rang Farua Sambalpur

Sat Kuanri K.P. Patnagarh

Maa Samleswari Nupur K.P. Bargarh

ଦିନ ୧୧

ଧନୁଯାତ୍ରା ମହୋତ୍ସବ

Day 11

Dhanuyatra Mahotsava

ମଥୁରାନଗରୀ

କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ

ଗୋବିନ୍ଦପାଲି ବିବେକାନନ୍ଦ ଛକ ଠାରେ କୃଷ୍ଣ-ବଳରାମଙ୍କୁ ସ୍ବାଗତୋତ୍ସବ କୁବଳୟା ବଧ ଦିଗ ଦେଖନ୍ତୁ

ଅଷ୍ଟମଲ୍ଲ ବଧ

ଶିବଧନୁ ଭଗ୍ନ

କଂସ ବଧ ଦିଗ ଦେଖନ୍ତୁ

ଉଗ୍ରସେନଙ୍କ ରାଜ୍ୟାଭିଷେକ

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡିଶୀ ନୃତ୍ୟ ଶ୍ରୁଜନ,କଟକ

ରେନ୍ ଝେନ୍, ଝାରସୁଗୁଡା

ଜିଗ୍ ଜାଗ୍ କେ.ପି, ହୀରାକୁଦ

ହିରାଖଣ୍ଡ କେ.ପି, ଟୋପେ

ଢ଼ାଲିଆ ଖୁଶା, କେ.ପି ବରଗଡ

ଦିବ୍ୟ ରୁପ କେ.ପି, ବାଙ୍ଗର

ମା ସମଲେଶ୍ଵରୀ ନୁପୁର କେ.ପି, ବରଗଡ

ଜାତୀୟ ଦଳ - କାଶ୍ମୀର

ଜାତୀୟ ଦଳ- ପଞ୍ଜାବ

ଜାତୀୟ ଦଳ - ହିମାଚଳ ପ୍ରଦେଶ

ଜାତୀୟ ଦଳ - ହରିୟାଣା

ଜାତୀୟ ଦଳ - ଆସାମ

Mathuranagari

Krishna and Balarama's tour of Mathura.

Welcome festival for Krishna and Balarama at Govindpali Vivekananda Square, Kumbhadhwaja killing. Get direction

Ashtamall Killing.

Breaking of Shiva's bow.

Killing of Kansa. Get direction

Coronation of Ugrasena.

Cultural Programmes

Odishi Nrutya Srujan, Cuttack

Rain Jhain, Jharsuguda

Zig Zag K.P. Hirakud

Hirakhanda Kip Tope

Dhalia Khusha, K. P. Bargarh

Dibya Rupa K.P. Bargarh

Maa Samleswari Nupur K.P. Bargarh

National Team - Kashmir

National Team- Punjab

National Team - Himachal Pradesh

National Team - Hariyana

National Team - Assam