ଜନ୍ମିତ ପାଳିତ
ପିତା- ବସୁଦେବ ପିତା- ନନ୍ଦ
ମାତା- ଦେବକୀ ମାତା- ଯଶୋଦା
ପିତାମହ – ଦେବମିଧ ପିତାମହ – ପର୍ଜନ୍ୟ
ପିତାମହୀ – ମରିଷ ପିତାମହୀ – ବରିୟସୀ
ମାତାମହ – ଦେବାଳ ମାତାମହ – ସୁମୁର୍ଖ
ବସୁଦେବ ଙ୍କ ୧୪ ଜଣ ପତ୍ନୀ (ଜ୍ୟଷ୍ଠ ରୋହିଣୀ,କନିଷ୍ଠ –ଦେବକୀ) ମାତାମହୀ – ପତନ୍ଦ
ଜ୍ୟେଷ୍ଠଭ୍ରାତା – ବଳରାମ(ରୋହିଣୀ ନନ୍ଦନ) ଜ୍ୟେଷ୍ଠ ପିତା-ଉପନନ୍ଦ ଓ ଅଭିନନ୍ଦ
ଭଉଣୀ – ସୁଭଦ୍ରା(ରେହିଣୀ ଙ୍କ କନ୍ୟା) ଜ୍ୟେଷ୍ଠ ମାତା – ତୁଳା ଓ ପିଚଲୀସ
ପିଉସୀ – କୁନ୍ତୀ ଓ ସୁପ୍ରଭା କାକା- ସୁନନ୍ଦ ଓ ଶୁଭନନ୍ଦ
ପିଉସୀ- ପଣ୍ଡୁ ଓ ଦମଘୋଷ ପିଉସୀ –ସନନ୍ଦ ଓ ନନ୍ଦିନୀ
ସମ୍ପକୀୟ ଭାଇ – ଯୁଧିଷ୍ଠିର,ଭୀମ,ଅର୍ଜୁନ ଓ ଶିଶୁ ପାଳ  ପିଉସା-  ମହାନୀନ୍ଦ ଓ ସୁନୀଳ
Eight main Sakhas of Krishan at Gopapur, Dama, Sudama, Basudama, Arjuna, Subala, Gandharba, Ujjwala ତିନି ଜଣ କାକା – ଯଶୋଧାରା,ଯଶୋଦେବ,ସୁଦେବ
  ତିନି ଜଣ କାକୀ – ବେମା,ରେମା,ସୁରେଖା
  ମାଉସୀ – ଯଶୋଦେବୀ,ଯଶୋସ୍ୱିନୀ
  ମଉସା – ଛୁଟୁ,ବଟୁ
  ଯଶେଦାଙ୍କ କାକା – ଜଙ୍କିଳ
  ଯଶୋଦାଙ୍କ କାକା –ଗୋନ୍ଦ
  ଗୋନ୍ଦ ଙ୍କ ପୁତ୍ର – ଚନ୍ଦ୍ରଶେଣା
  ଚନ୍ଦ୍ରଶେଣା ଙ୍କପତ୍ନୀ – ଶ୍ରୀରାଧା
ପିତା ଦୁର୍ମିଳ
ମାତା ଇନ୍ଦୁମତି
ପିତାମହ ଅହୁକ (ଉଗ୍ରସେନଙ୍କ ପିତା)
ପିତାମହୀ କାଶ୍ୟ
ଜ୍ୟେଷ୍ଠପିତା ଦେବକ (ଦେବକୀଙ୍କ ପିତା)
ପତ୍ନୀ ହେତି,ପ୍ରହେତି ଓ ପଦ୍ମାବତୀ
ପୁତ୍ର ହଂସକ, ଡିମ୍ବକ
ଶ୍ୱଶୁର ଜରାସଂଧ
ଛଅଜଣ ମନ୍ତ୍ରୀ ସକ୍ରାଜିତ, ସାତ୍ୟକି, ଅନାଧୃଷ୍ଟ, କୃତବର୍ମା, ଅକୃର ଓ ଉଦ୍ଧବ
ଅଷ୍ଟମଲ୍ଲଯୋଦ୍ଧା ଚାଣୁର, ମୁଷ୍ଟିକ, ସକଟାସୁର, ବକାସୁର, ଅଘାସୁର, ତୃଣବର୍ତା, ଶଣ୍ଢାସୁର, କେଶୀସୁର (ପୁତନାଙ୍କ ଭାଇ – ଅଘାସୁର ଓ ବକାସୁର)
ପିତା ବୃଷଭାନୁ (ନନ୍ଦ ଙ୍କ ଉତମ ବନ୍ଧୁ )
ମାତା କିର୍ତିଦା (କଳାବତୀ)
ପିତା ମହ ମହିଭାନୁ
ପିତା ମହୀ ସୁଖଦା
ପିତାମହା (ମାଆ ଙ୍କ ବାପା) ବିନ୍ଦୁ
ପିତାମହୀ (ମାଆ ଙ୍କ ମାଆ) ମୁଖରା
ଜେଷ୍ଠପିତା ଚନ୍ଦ୍ରଭାନୁ
ଜ୍ୟେଷ୍ଠମାତା ବିନ୍ଦୁମତୀ
ମାଉସୀ କୀର୍ତିମତୀ
ଚିନିକାକା ଭଦ୍ରକୀର୍ତି,ମହାକୀର୍ତି ଓ କୀର୍ତିଚନ୍ଦ୍ର
ସାନ ଭଉଣୀ ଅନଙ୍ଗ ମଂଜରୀ
ବଡଭାଇ ଶ୍ରୀଦାମ
ସ୍ୱାମୀ ଚନ୍ଦ୍ରଶେଣା
ଶ୍ୱ୍ୱଶୁର ଗୋଳ
ଶାଶୁ ଜଟିଳା
ନଣଦ କୁଟିଳା
ଭଉଣୀ ଜ୍ୱାଇଁ ଦୁର୍ମୁଦ (ଅନଙ୍ଗ ମଂଜରୀ ଙ୍କ ସ୍ୱାମୀ)
ଗୋପପୁରରେ ଶ୍ରୀରାଧାଙ୍କ ଅଷ୍ଟସଖୀ ଲଳିତା, ବିଶାଖା, ଚମ୍ପକଲତା, ଚିତ୍ର, ତୁଙ୍ଗବଦ୍ୟା, ଇନ୍ଦୁରେଖା
୭ମ (ସପ୍ତମ)ଦିବସରେ  ପୁତନା ବଧ
ଦୁଇବର୍ଷ ତିନିମାସ ରେ ଶକଟାସୁର ବଧ
ଛଅବର୍ଷ ବୟସରେ ଗୋଚାରଣ ଆରମ୍ଭ
ସାତବର୍ଷ ବୟସରେ ଗିରି ଗୋବର୍ଦ୍ଧନ ଉତ୍ତୋଲନ
ବାରବର୍ଷ ବୟସରେ ଗୋପଲୀଳା ସମାପ୍ତକରି ମଥୁରାଗମନ 
ବାରବର୍ଷ ବୟସରେ କଂସ ବଧ