ଜଣାଯାଏ ଯେ ଅଷ୍ଟାଦଶ ଶତାଦ୍ଧୀରେ ବରଗଡ ର କିଛି କୃଷ୍ଣ ଭକ୍ର ନିୟମିତ ବୃନ୍ଦାବନ ଭ୍ରମଣରେ ଯାଉଥିଲେ ।ମଥୂରା,ଗୋପ,ବୃନ୍ଦାବନ ଓ ଯମୁନାର ଅବସ୍ଥିତି ସହିତ ବରଗଡ ଅମ୍ବାପାଲି ଓ ଜୀରାର ଭୋଗଲିକ ସ୍ଥିତି ପ୍ରାୟତଃ ସମାନ ଥିବାରୁ ଉକ୍ତ କୃଷ୍ଣଭକ୍ତ ଙ୍କ ମନରେ କୃଷ୍ଣଲୀଲା ଆଧାରିତ ଏକ ଉତ୍ସବ କରିବାର ମାନସିକତା ଜଗ୍ରତ ହେବାରୁ ତହା ୧୮୭୦ ଶକାନ୍ଦରେ ଧନୁଯାତ୍ରାର ରୂପନେଇଥିଲା ।ତେଣୁ ସେହି ଭକ୍ତ ମାନଙ୍କ ଉଦ୍ୟମ କ୍ରମେ ଏହି ଦିବ୍ୟ ମହୋତ୍ସବ ୧୯୪୮ ମସିହା ଜାନୁଆରି ୧୨ ତାରିଖ ଦିବା ୧୨ ଘଟିକା ସମୟରେ ଉଦଘାଟିତ ହୋଇ ୨୬ ଜାନୁଆରୀ ୧୯୪୮ ମସିହା ପୂର୍ବାହ୍ନ ୯ ଘଟିକା ସମୟରେ ଉଦ୍ଯାପିତ ହୋଇଥିଲା ।

ଯେଉଁ ସଂସ୍କୃତି ପ୍ରମୀ କୃ୍ଷ୍ଣଭକ୍ତ ତଥା ଆଦ୍ୟ ଉଦ୍ୟୋକ୍ତାଙ୍କ ଉଦ୍ୟମ କ୍ରମେ ଏହି ଯାତ୍ର ଆରମ୍ଭ ହୋଇ ଅଜ ସମଗ୍ର ବିଶ୍ୱର ଦୃଷ୍ଟିଆକର୍ଷଣ କରିଛି ସେମାନଙ୍କ ମଧ୍ୟରେ ଥିଲେ ।

କ୍ରମିକ ନଂ ନାମ
୰ କଙ୍ଗାଲି ନାୟକ
୰ ଅପର୍ତି ପାଣିଗ୍ରହୀ
୰ ରୁଷବ କର
୰ ରତନ ବର୍ଜି
୰ ବିପିନ ସାହୁ
୰ କପିଲେଶ୍ୱର ଦାଶ
୰ କୃଷ୍ଣଚନ୍ଦ୍ର ସାହୁ
୰ ବସନ୍ତ ଦାଶ
୰ ଶଙ୍କର ଦାଶ
୧୦ ୰ ବନ୍ଦାବନ ବିଶି
୧୧ ୰ ବନ୍ଧୁ ମହାପାତ୍ର
୧୨ ୰ ରଘୁମଣୀ ଦାଶ
୧୩ ୰ ଲକ୍ଷପତୀ ଦାଶ
୧୪ ୰ ଭୁଲୁକୁ ସାହୁ
୧୫ ୰ ଛଲ ମାଷ୍ଟର
୧୬ ୰ ତିଲ ପ୍ରଧାନ
୧୭ ୰ ବିପିନ ବାରିକ
୧୮ ୰ ମୁନୁ ବାରିକ
୧୯ ୰ ନରେନ୍ଦ୍ର ସରାଫ
୨୦ ୰ ରାହାସ ସରାଫ
୨୧ ୰ ବିପିନ ସରାଫ
୨୨ ୰ ଗୋପାଳ ସରାଫ
୨୩ ୰ ରାମକୃଷ୍ଣ
୨୪ ୰ ରାକ୍ଷୀ ସାହୁ
୨୫ ୰ ଲଳିତ ମୋହନ ସାହୁ
୨୬ ୰ ଧନୁ ପ୍ରଧାନ
୨୭ ୰ ଚନ୍ଦ୍ରମଣି ଦାଶ
୨୮ ୰ ଲଳିତ ଦାଶ
୨୯ ୰ ଶିବ ବଢେଇ
୩୦ ୰ ଧନପତି ବିର୍ତିଆ
୩୧ ୰ ଗଜପତି ବିର୍ତିଆ
୩୨ ୰ ସଦାଶିବ ଷଡଙ୍ଗୀ
୩୩ ୰ ନୀଳମଣି ପୁଜାରୀ
୩୪ ୰ ବିଷ୍ଣୁ ପ୍ରଧାନ
୩୫ ୰ ରାମ ଭୋଇ
୩୬ ୰ ଭଜନ ପୋଢ