ଚରିତ୍ର ଚିତ୍ରଣ (ମଥୁରା ନଗରୀ)

କ୍ରମିକ ନଂ ଚରିତ୍ରଙ୍କ ନାମ ପଦବି
୧. ଉଗ୍ରସେନ ଯଦୁବଂଶର ରାଜା
୨. କଂସ ଉଗ୍ରସେନଙ୍କ ପୁତ୍ର
୩. ଦେବକୀ ଉଗ୍ରସେନଙ୍କ ସାନଭାଇ ଦେବକିଙ୍କ କନ୍ୟା
୪. ବସୁଦେବ ସତ୍ୱତ ବଂଶର ରାଜକୁମାର
୫. ହେତି ଓ ପ୍ରହେତ କଂସରାଜାଙ୍କ ଦୁଇପତ୍ନୀ
୬. ଅକ୍ରୁର ମହାରାଜ କଂସ ଙ୍କ ପାରିଷଦ
୭. ସତ୍ୟକା  ମହାରାଜ କଂସ ଙ୍କ ପାରିଷଦ
୮. ସକ୍ରାଜିତ ମହାରାଜ କଂସ ଙ୍କ ପାରିଷଦ
୯. କୃତବର୍ମା ମହାରାଜ କଂସ ଙ୍କ ପାରିଷଦ
୧୦. ଅନାଧୃଷ୍ଟ ମହାରାଜ କଂସ ଙ୍କ ପାରିଷଦ
୧୧. ଉଦ୍ଧବ ମହାରାଜ କଂସ ଙ୍କ ପାରିଷଦ
୧୨. ପୁତନା କଂସ ଦ୍ୱାରା ପ୍ରେରିତ ଏକ ରାକ୍ଷସୀ
୧୩. ସକଟାସୁର ଏକ ରାକ୍ଷସ ଓ ଅଷ୍ଟ ମଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୪. ବକାସୁର ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୫. ତୃଣାବର୍ତ ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୬. ଅଘାସୁର ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୭. ଷଣ୍ଢାସୁର ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୮. କେସିସୁର ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୧୯. ଚାଣୁର ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୨୦. ମୁଷ୍ଟିକ ଏକ ରାକ୍ଷସ ଓ ଅଷ୍ଟମଲ୍ଲଯୋଦ୍ଧାଙ୍କ ମଧ୍ୟରୁ ଜଣେ
୨୧. କୁବଦୟା ହାତୀ ରୁପରେ କଂସଙ୍କ ସେବାକାରୀ ଏକ ରାକ୍ଷସ
୨୨. ହଂସାଦିତ୍ୟ ମହାରାଜ କଂସଙ୍କ ଏକ ସୁର୍ଖୀ ସେନାନୟକ
୨୩. ପ୍ରୟୋଦୋତ ମହାରାଜ କଂସଙ୍କ ଏକ ସୁର୍ଖୀ ସେନାନୟକ
୨୪. ରଜକ ମହାରାଜ କଂସଙ୍କ ଧୋବା
୨୫. କୁବୁଜା
୨୬. ସୁଦାମା ମାନ୍ଦି ରଜଦରବାରକୁ ଫଲ  ଯୋଗାଉଥିବା ମାଲି(ପୁଷ୍ପସେବକ)
୨୭. ମୁନିଋଷି ଋଷି
୨୮. ପ୍ରହରୀ, ରକ୍ଷୀ ଦରବାରୀ ପ୍ରହରୀ

ଚରିତ୍ର ଚିତ୍ରଣ (ଗୋପପୁର)

କ୍ରମିକ ନଂ ଚରିତ୍ରଙ୍କ ନାମ ପଦବି
୧. ନନ୍ଦରାଜା ଗୋପପୁର ର ମୁଖ୍ୟ
୨. ଯଶୋଦା ନନ୍ଦରାଜା ଙ୍କ ପତ୍ନୀ
୩. ରେହିଣୀ ଗୋପରେ ବାସ କରୁଥିବା ବସୁଦେବ ଙ୍କ ପତ୍ନୀ
୪. ଶ୍ରୀକୃଷ୍ଣ ବସୁଦେବଙ୍କ ପୁତ୍ର,ନନ୍ଦଯଶୋଦାଙ୍କ ଦ୍ୱାରା ପାଳିତ
୫. ବଳରାମ କୃଷ୍ଣ ଙ୍କ ବଡଭାଇ
୬. ସୁନନ୍ଦ ନନ୍ଦଙ୍କ ପାରିଷଦ
୭. ଉପନନ୍ଦ ନନ୍ଦଙ୍କ ପାରିଷଦ
୮. ଅରବିନ୍ଦ ନନ୍ଦଙ୍କ ପାରିଷଦ
୯. ଇୃଷଭାନୁ ନନ୍ଦଙ୍କ ପାରିଷଦ
୧୦. ମଧୁମଙ୍ଗଳ ଗୋପବାଳକଙ୍କ ମଧ୍ୟରେ ଜେଷ୍ଠ
୧୧. ଦାମ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୨. ଶ୍ରୀଦାମ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୩. ସୁଦାମ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୪. ବାସୁଦାମ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୫. ଅର୍ଜୁନ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୬. ସୁବଳ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୭. ଗନ୍ଧର୍ବ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୮. ଉଜ୍ୱଳ ଶ୍ରୀକୃଷ୍ଣଙ୍କ ଅଷ୍ଠସଖାଙ୍କ ମଧ୍ୟରୁ ଜଣେ
୧୯. ଋାଧା ବଯଭାନୁଙ୍କ କନ୍ୟା ଓ ଶ୍ରୀକୃଷ୍ଣଙ୍କ ପ୍ରମିକା
୨୦. ଲଳିତା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୧. ବିଶାଖା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୨. ଚମ୍ପକଲତା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୩. ଚିତ୍ରା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୪. ତୁଙ୍ଗବିଦ୍ୟା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୫. ଇନ୍ଦୁରେଖା ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୬. ଋଙ୍ଗଦେବୀ ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ
୨୭. ସୁଦେବୀ ଶ୍ରୀରାଧା ଙ୍କ ଅଷ୍ଟ ସଖୀମାନଙ୍କ ମଧ୍ୟରୁ ଜଣେ