ବରଗଡ ଜିଲ୍ଲା


ବରଗଡ ଜିଲ୍ଲାରସଦର ମହକୁମା ହେଉଛି ବରଗଡ । ଏହାକୁ ଓଡିଶାର ଭାତହାଣ୍ଡି ଭାବରେବର୍ଣ୍ଣନ । କରାଯାଇଥାଏ ଏବଂ ଏହାର ମୁଖ୍ୟକାରଣ ହେଉଛି ହୀରାକୁଦ ବନ୍ଦର ଜଳସେଚନ ଓ ଧାନ•ଷ । ଜାତୀୟ ରାଜପଥ ‘୬’ର ପାଶ୍ୱର୍ରେ ଥିବା ଏହି ସହର ସମ୍ବଲପୁରୀ ବାନ୍ଧକଳା,ପାଟବସ୍ତ୍ର ତଥା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁବେଶ୍ ପରିଚିତ ।