୧୯୯୩ ଏପ୍ରିଲ ପହିଲାର ବରଗଡ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ୱୀକିତ ପାଇଛି । ଉର ଦିଗରେ ଛତିଶଗଡ ରାଜ୍ୟ, ପୂର୍ବରେ ସମ୍ବଲପୁରଜିଲ୍ଲା, ଦକ୍ଷିଣରେ ବଲାଙ୍ଗିର ଏବଂ ପଶ୍ଚିମରେ ନୂଆପଡା ଜିଲ୍ଲା ବରଗଡର ୫୮୩୪ ବର୍ଗକିଲୋମିଟର ଏକ ବିଶ୍ଚିଷ୍ଟ ଭୂଖଣ୍ଡର ସ୍ୱାତନ୍ତ୍ୟ ବହନ କରୁଛି । ବରଗଡ ଜିଲ୍ଲାକୁ ତିନୋଟି ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇପାରେ । ସେଗୁଡିକ ହେଉଛି, ବରଗଡ, ବୋଡାସମ୍ବର, ଅମ୍ବାଭୋନା ଏବଂ ଲଖନପୁର । ଦନ୍ତା ଓ ଜିରା ଏଜିଲ୍ଲାର ବିଶିଷ୍ଟ ନଦୀ ଏବଂ ଏହି ଉଭୟ ନଦୀ ମହାନଦୀରେ ମିଶିଛନ୍ତି । ବରଗଡଜିଲ୍ଲାର ବିଶେଷତ ୍ୱହେଉଛି ଏହାର ଷ ଉପଯୋଗୀ ମାଟି । ଉଚ୍ଚ ପାର୍ବତ୍ୟାଞ୍ଚଳକୁବକ୍ଷରେ ଧରିଥିବା ବୋଡାସମ୍ବର ନିଜକୋଳରେ ଅଙ୍ଗନଦୀର ଅବବାହିକାକୁ ବେଶ ଯତ୍ନ ସହକାରେ ପାଳନ କରିଛି । ବରଗଡରୁ ବିଭିନ୍ନ ରହିଥିବା ଅମ୍ବାଭୋନା ଏବଂ ଲଖନପୁର ବାରପାହାଡ ର ଗୌରବ ରେଗୌରବାହିତ ।