ବରଗଡଠାରୁ ୫୦ କି.ମି. ଦୂରରେ ଥିବା ଚିକିଲି ଏକ ପ୍ରକୃଷ୍ଟ ବଣଭୋଜୀ ସ୍ଥଳ  । ଏତତ୍ବ୍ୟତୀତ ପଶ୍ଚିମାଞ୍ଚଳରେ ଥିବା ଅମ୍ବାଭୋନାର କେଦାରନାଥ ମନ୍ଦିର,ଦେଓଗଡ ର ବୈଦ୍ୟନାଥ ମନ୍ଦିର, ସୋର୍ଣ୍ଣା ର ସ୍ନପ୍ନେଶ୍ୱର ମନ୍ଦିର ଏବଂ ସରଣ୍ଡା ର ବିଶ୍ୱେଶ୍ୱର ତଥା ନିଲିଜିର ନୀଳକଶ୍ୱେର ମନ୍ଦିର ବେଶ୍ ପ୍ରସିଦ୍ଧ ।